ହକି ହୃଦ୍‌କମ୍ପନ: ସେମିରେ ମାଲେସିଆଠୁ ହାରିଲା ବିଜେତା ଭାରତ

ଜାକର୍ତ୍ତା/ପାଲେମବାଙ୍ଗ: ପୁରୁଷ ହକିରେ ଭାରତର ସ୍ୱର୍ଣ୍ଣ ପଦକ ଜିତିବା ଆଶା ମଉଳି ଯାଇଛି। ଗୁରୁବାର ମାଲେସିଆଠାରୁ ୬-୭ ଗୋଲ୍‌ରେ ହାରିବା ପରେ ଏସିଆଡ଼୍‍ରେ ଲଗାତାର ଦ୍ୱିତୀୟ ବାର ବିଜେତା ହେବା ସ୍ୱପ୍ନ ବି ଭାଙ୍ଗି ଚୁର୍‌ ମାର୍‌ ହୋଇ ଯାଇଛି। ଆଜିର ହୃଦୟ ବିଦାରକ ପରାଜୟ ପାଇଁ ଭାରତ ଫାଇନାଲ୍‌ ପର୍ଯ୍ୟାୟରୁ ବାଦ୍‌ ପଡ଼ିଛି। ସେହିଭଳି ଟୋକିଓ ଅଲିମ୍ପିକ୍ସ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ମଧ୍ୟ ହାତଛଡ଼ା … Continue reading ହକି ହୃଦ୍‌କମ୍ପନ: ସେମିରେ ମାଲେସିଆଠୁ ହାରିଲା ବିଜେତା ଭାରତ